କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ ।ଭବାନୀପାଟଣାରେ ରାସ୍ତା ନିର୍ମାଣରେ ନିୟୋଜିତ ଗାଡିକୁ ପୋଡ଼ିଦେଇଛନ୍ତି ମାଓବାଦୀ । ୩ଟି ଟ୍ରାକ୍ଟର, ୨ଟି ଟିପ୍ପର ଓ ଗୋଟିଏ ଜେସିବିକୁ ଜାଳିଦେଇଛନ୍ତି ମାଓବାଦୀ । ରାସ୍ତା କାମରେ ଅନିୟମତତା ଅଭିଯୋଗ କରି ମାଓବାଦୀ ସଂଗଠନ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଇଛି ।

Comments are closed.