ଗୀତା ମାହାତ୍ମ୍ୟ: କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ। ଅଭିତୋ ବ୍ରହ୍ମନିର୍ବାଣ ବର୍ତ୍ତତେ ବିଦିତାତ୍ମନ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ।
ଅଭିତୋ ବ୍ରହ୍ମନିର୍ବାଣ ବର୍ତ୍ତତେ ବିଦିତାତ୍ମନ।।

ହେ ଅର୍ଜ୍ଜୁନ ! କାମକ୍ରୋଧ ରହିତ, ବିଜିତଚିତ୍ତ୍ୱ ଏବଂ ପରଂ ବ୍ରହ୍ମପରମାତ୍ମା ଙ୍କ ସାକ୍ଷାତକାର କରିଥିବା ଜ୍ଞାନୀ ପୁରୁଷ ମାନଙ୍କ ପାଇଁ ସକଳ ଦିଗରେ ଶାନ୍ତ ପରଂ ବ୍ରହ୍ମପରମାତ୍ମା ହିଁ ପରିପୂର୍ଣ୍ଣ ହୋଇ ରହିଥାନ୍ତି।

( ଗୀତା ୨୬ଶ ଶ୍ଲୋକ )

Comments are closed.