ବ୍ରଜରାଜନଗର କାଉଣ୍ଟିଂ ଅପଡେଟ: ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ

ବ୍ରଜରାଜନଗର କାଉଣ୍ଟିଂ ଅପଡେଟ : ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ଅଳକା ମହାନ୍ତିଙ୍କୁ ୫୫୧୫ ଖଣ୍ଡ୍ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୪୭୯ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୬୮୫ ଖଣ୍ଡ ଭୋଟ୍ ।

Comments are closed.