॥ ବାଲ କାଣ୍ଡ ॥
ସଂଭୁ ଦୀହ୍ନ ଉପଦେଶ ହୀତ ନହିଂ ନାରଦହି ସୋହାନ । ଭରଦ୍ବଜ କୌତୁକ ସୁନହୁ ହରି ଇଚ୍ଛା ବଳବାନ ॥
ଭାବାର୍ଥ :- ଯଦିଓ ଶ୍ରୀଶିବ ଏହି ମଙ୍ଗଳମୟ ଶିକ୍ଷା ନାରଦମୁନୀଙ୍କୁ ଦେଲେ , ପରନ୍ତୁ ଏହା ନାରଦଙ୍କୁ ଭଲ ଲାଗିଲା ନାହିଁ । ମହର୍ଷି ଜାଜ୍ଞବଳ୍କ୍ୟ କହିଲେ, ହେ ଭରଦ୍ବାଜ ! ଏବେ ଯେଉଁ କୌତୁକିଆ ନାଟକବାଜୀ ହେଲା ତାକୁ କହୁଛି, ଶୁଣନ୍ତୁ । ମନେରଖ, ସବୁ ସମୟରେ ପ୍ରଭୁ ଶ୍ରୀହରିଙ୍କ ଇଛା ହିଁ ସବୁଠାରୁ ବଳବାନ ଅଟେ ।
Comments are closed.