ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରାମ କୀହ୍ନ ଚାହହିଂ ସୋଇ ହୋଈ ।
କରୈ ଅନ୍ୟଥା ଅସ ନହିଂ କୋଈ ॥
ସଂଭୁ ବଚନ ମୁନି ମନ ନହିଂ ଭାଏ ।
ତବ ବିରଂଚି କେ ଲୋକ ସିଧାଏ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଯାହା କରିବାକୁ ଚାହାଁନ୍ତି, ସେଇଆ ହିଁ ହୁଏ, ଆଉ ଏପରି କେହି ନାହିଁ ଯେ ତା’ ବିରୁଦ୍ଧରେ ଯାଇ କିଛି କରିପାରିବ। ଶ୍ରୀଶିବ ଙ୍କର ଶିକ୍ଷଣୀୟ କଥା ସେତେବେଳେ ନାରଦ ମୁନୀଙ୍କୁ ଭଲ ଲାଗିଲା ନାହିଁ । ତେଣୁ ସେ ସେହି ମନୋରମ ସ୍ଥାନକୁ ଛାଡି ବ୍ରହ୍ମଲୋକକୁ ଚାଲିଗଲେ ।

Comments are closed.