ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏକ ବାର କରତଲ ବର ବୀନା ।
ଗାବତ ହରି ଗୁନ ଗାନ ପ୍ରବୀନା ॥
ଛୀରସିଂଧୁ ଗବନେ ମୁନିନାଥା।
ଜହଁ ବସ ଶ୍ରୀନିବାସ ଶୃତିମାଥା ॥

ଭାବାର୍ଥ :- ସଂଗୀତ ବିଦ୍ୟାରେ ନିପୁଣ ମୁନିଶ୍ରେଷ୍ଠ ନାରଦ ଥରେ ହାତରେ ଗୋଟିଏ ସୁନ୍ଦର ବୀଣା ଧରି ଶ୍ରୀହରିଙ୍କ ଗୁଣ କଥା ଗାଇ ଗାଇ କ୍ଷୀର ସାଗରରେ ଯାଇ ପହଞ୍ଚିଲେ, ଯେଉଁଠାରେ ମା ମହାଲକ୍ଷ୍ମୀଙ୍କ ନିବାସ, ସେଠାରେ ସମସ୍ତ ବେଦର ମସ୍ତକ ସ୍ବରୁପ, ମୁର୍ତ୍ତିମାନ ବେଦାନ୍ତର ବେଦ ତତ୍ବ ସ୍ବରୁପ ଶ୍ରୀନାରାୟଣ ରୁହନ୍ତି ।

Comments are closed.