ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କାମ ଚରିତ ନାରଦ ସବ ଭାଷେ ।
ଜଦ୍ୟପି ପ୍ରଥମ ବରଜି ସିବଁ ରାଖେ ॥
ଅତି ପ୍ରଚଣ୍ଡ ରଘୁପତି କୈ ମାୟା ।
ଜେହି ନ ମୋହ ଅସ କୋ ଜଗ ଜାୟା ॥

ଭାବାର୍ଥ :- ଯଦିଓ ଭଗବାନ ଆଗରୁ ସବୁ ଯାଣିଥିଲେ ତଥାପି ନାରଦ ମୁନି କାମଦେବଙ୍କ ସମ୍ପୂର୍ଣ୍ଣ ଚରିତ୍ର ଭଗବାନଙ୍କୁ କହିଲେ । ପ୍ରଭୁ ଶ୍ରୀରଘୁନାଥଙ୍କ ମାୟା ବହୁତ ବ୍ୟାପକ ଓ ପ୍ରବଳ। ଏ ଜଗତରେ ଏପରି କେହି ଜନମି ନାହିଁ ଯାହାକୁ ସେ ମୋହିତ କରି ନପାରିବେ ବା ତାଙ୍କ ମାୟାରେ ଛନ୍ଦି ନାହାନ୍ତି ।

Comments are closed.