ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –
ଯଥାଦୀପୋ ନିବାତସ୍ଥ ନେଙ୍ଗତେ ସୋପମା ସ୍ମୃତା।
ଯୋଗୀନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନ।।
ହେ ଅର୍ଜ୍ଜୁନ ! ପବନ ନଥିବା ସ୍ଥାନରେ ରହିଥିବା ଦୀପର ଶିଖା ଯେପରି ଚଞ୍ଚଳ ହୁଏନାହିଁ, ପରମାତ୍ମାଙ୍କ ଧ୍ୟାନରେ ଲାଗି ରହିଥିବା ଯୋଗୀଙ୍କ ବଶୀଭୂତ ଚିତ୍ତ ଠାରେ ଅତ୍ୟନ୍ତ ବଶୀଭୂତ ହୋଇଥିବା ଚିତ୍ତ୍ୱ ସେହିପରି ସ୍ଥିର ରୁହେ ବୋଲି କୁହାଯାଏ।
( ଗୀତା ୬ଷ୍ଠ ଅ। ୧୮ଶ ଶ୍ଲୋକ )
Comments are closed.