ଶ୍ରୀରାମ ଚରିତ ମାନସ : ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଆନି ଦେଖାଈ ନାରଦହି ଭୁପତି ରାଜକୁମାରୀ । କହହୁ ନାଥ ଗୁନ ଦୋଷ ସବ ଏହି କେ ହୃଦୟଁ ବିଚାରି ॥

ଭାବାର୍ଥ :- ମହର୍ଷି ନାରଦଙ୍କୁ ଆସନରେ ବସାଇଲେ, ତା’ପରେ ରାଜା ରାଜକୁମାରୀଙ୍କୁ ଡକାଇ ମୁନୀଙ୍କୁ ଦେଖାଇଲେ ଆଉ କହିଲେ, ହେ ନାଥ ! ଆପଣ ନିଜ ହୃଦୟରେ ବିଚାର କରି ଏହାର ସମସ୍ତ ଗୁଣ ଦୋଷ ଗୁଡିକ କୁହନ୍ତୁ ।

Comments are closed.