॥ ବାଲ କାଣ୍ଡ ॥
ଆନି ଦେଖାଈ ନାରଦହି ଭୁପତି ରାଜକୁମାରୀ । କହହୁ ନାଥ ଗୁନ ଦୋଷ ସବ ଏହି କେ ହୃଦୟଁ ବିଚାରି ॥
ଭାବାର୍ଥ :- ମହର୍ଷି ନାରଦଙ୍କୁ ଆସନରେ ବସାଇଲେ, ତା’ପରେ ରାଜା ରାଜକୁମାରୀଙ୍କୁ ଡକାଇ ମୁନୀଙ୍କୁ ଦେଖାଇଲେ ଆଉ କହିଲେ, ହେ ନାଥ ! ଆପଣ ନିଜ ହୃଦୟରେ ବିଚାର କରି ଏହାର ସମସ୍ତ ଗୁଣ ଦୋଷ ଗୁଡିକ କୁହନ୍ତୁ ।
Comments are closed.