ଆଉ ଏକ ଦନ୍ତାର କଙ୍କାଳ ଉଦ୍ଧାର

କଟକ – ଆଠଗଡ଼ ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରୁ ଆଉ ଏକ ଦନ୍ତାର କଙ୍କାଳ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଜାନିପଦର ବିଟ୍ ହାଉସ୍ ଖାରୋଡ ଗାଁ ନିକଟରୁ କଙ୍କାଳ ମିଳିଛି । କଙ୍କାଳ ମିଳିବା ସ୍ୱୀକାର କରିଛନ୍ତି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ । ୨ଟି ହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡରେ ଆଉ ଏକ କଙ୍କାଳ ମିଳିଛି ।

Comments are closed.