ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୋ ଏହି ବରଇ ଅମର ସୋଇ ହୋଈ ।
ସମରଭୂମି ତେହି ଜୀତ ନ କୋଈ ॥
ସେବହିଂ ସକଲ ଚରାଚର ତାହୀ ।
ବରଇ ସୀଲନିଧି କନ୍ୟା ଜାହୀ ॥

ଭାବାର୍ଥ :- ରାଜକୁମାରୀଙ୍କ ଲକ୍ଷଣ କୁ ଭାବି ମନରେ କହିଲେ କି ଏହି କନ୍ୟାକୁ ଯିଏ ବିବାହ କରିବ , ସେ ଅମର ହୋଇଯିବ ଆଉ ରଣାଙ୍ଗନରେ ତାକୁ କେହି ମଧ୍ୟ ଜିତି ପାରିବେ ନାହଁ । ରାଜା ଶୀଳନିଧିଙ୍କ କନ୍ୟା ଯାହାକୁ ବରଣ କରିବ ସଚରାଚର ଜୀବଗଣ ତାର ସେବା କରିବେ ।

Comments are closed.