ରାଜ୍ୟରେ ବଢୁଛି କୋରୋନା ମାମଲା ? ୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୪୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪ ଜଣ ଅଛନ୍ତି । ସଙ୍ଗରୋଧରୁ ୨୪ ଓ ସ୍ଥାନୀୟ ଅଞ୍ଚଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨, କଟକରୁ ୫, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୨, ବାଲେଶ୍ଵରରୁ ୧, ଭଦ୍ରକରୁ ୧ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଷ୍ଟେଟ ପୁଲରୁ ୬ ମାମଲା ରିପୋର୍ଟ ହୋଇଛି ।

Comments are closed.