ଭିଜିଲାନ୍ସ ଜାଲରେ ସିଏସ୍ଓ Odiaଓଡ଼ିଶା By Newsroom Odisha Network On Jun 20, 2022 Share ଭୁବନେଶ୍ୱର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଯୋଗାଣ ବିଭାଗ ମୁଖ୍ୟାଳୟର ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବ୍ରହ୍ମପୁର, ଛତ୍ରପୁର, ବାଲେଶ୍ବର ଓ ଭୁବନେଶ୍ବରରେ ଅନାଦି ସେଠୀଙ୍କ ୫ଟି ଠିକଣାରେ ଚାଲିଛି ରେଡ୍ । Share FacebookTwitterGoogle+WhatsAppEmailPinterestReddIt
Comments are closed.