ଗୀତା ମାହାତ୍ମ୍ୟ: ମହର୍ଷୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା । ମଦ୍ଭାବା ମାନସା ଜାତା ୟେଷାଂ ଲୋକ ଇମାଃ ପ୍ରଜାଃ ॥

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ବିଭୁତି ଯୋଗରେ କହୁଛନ୍ତି : –

ମହର୍ଷୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା ।
ମଦ୍ଭାବା ମାନସା ଜାତା ୟେଷାଂ ଲୋକ ଇମାଃ ପ୍ରଜାଃ ॥

ଏ ସଂସାରରେ ସମସ୍ତେ ଯାହାଙ୍କର ପ୍ରଜା, ସେହି ସାତ ମହର୍ଷି ସେମାନଙ୍କର ପୂର୍ବବର୍ତ୍ତୀ ଚାରି ସନ‌କାଦି ଓ ଚଉଦ ମନୁ-ଏ ସମସ୍ତେ ମୋ ମନରୁ ଜାତ ହୋଇଛନ୍ତି ଏବଂ ମୋ ପ୍ରତି ଭାବ (ଶ୍ରଦ୍ଧା-ଭକ୍ତି) ରଖିଛନ୍ତି।

( ଗୀତା ଷଷ୍ଠ ଶ୍ଲୋକ )

Comments are closed.