୩ ଲୋକସଭା ଓ ୭ ବିଧାନସଭା ଆସନରେ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ – ଆଜି ୩ଟି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହେଉଛି । ଉତ୍ତରପ୍ରଦେଶର ଆଜମଗଡ଼ ଓ ରାମପୁର ଆସନ ପାଇଁ ମତଦାନ ଜାରି ରହିଛି ।

ପଞ୍ଜାବର ସଙ୍ଗରୁର ଆସନ ପାଇଁ ମଧ୍ୟ ହେଉଛି ଉପନିର୍ବାଚନ ।
୪ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଭୋଟ ଗ୍ରହଣ ଚାଲିଛି ।

Comments are closed.