॥ ବାଲ କାଣ୍ଡ ॥
ଡହକି ଡ଼ହକି ପରିଚେହୁ ସବ କାହୁ ।
ଅତି ଅସଂକ ମନ ସଦା ଉଛାହୁ ॥
କରମ ସୁଭାସୁଭ ତୁହ୍ମହି ନ ବାଧା ।
ଅବ ଲଗି ତୁହ୍ମହି ନ କାହୁଁ ସାଧା ॥
ଭାବାର୍ଥ:- ସମସ୍ତଙ୍କୁ ଠକାଠକି କରି ଭଲରୁପେ ଜାଣିଜାଇଛ ଆଉ ସେଥିପାଇଁ ପୁରା ନିର୍ଭୀକ ହୋଇ ଯାଇଛ, ଏଥିପାଇଁ ମନରେ ଠକିବା କାମରେ ପୁରା ଉତ୍ସାହ ରହୁଛି । ଏପର୍ଯ୍ୟନ୍ତ ତୁମକୁ କେହି ସଠିକ ରୂପେ ସାଧନା କରି ଜାଣିନାହାନ୍ତି ।
Comments are closed.