ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥
ପରମ ସ୍ବତନ୍ତ୍ର ନ ସିର ପର କୋଈ ।
ଭାବଇ ମନହି କରହୁ ତୁହ୍ମ ସୋଈ ॥
ଭଲେହି ମଂଦ ମଂଦେହି ଭଲ କରହୁ ।
ବିସମୟ ହରଷ ନ ହିୟଁ କଛୁ ଧରହୁ ॥

ଭାବାର୍ଥ:- ନାରଦ ଶ୍ରୀହରିଙ୍କୁ କହିଲେ, ତୁମେ ତ ସବୁବେଳେ ପରମ ସ୍ବତନ୍ତ୍ର, ତୁମ ମୁଣ୍ଡ ଉପରେ କେହି ନାହିଁ, ଏଣୁ ନିଜ ମନକୁ ଯେବେ ଯେପରି ଲାଗିଲା ତାହା ହିଁ କରୁଛ । ଭଲ କୁ ମନ୍ଦ ଆଉ ମନ୍ଦ କୁ ଭଲ କରି ଦେଉଛ । ହୃଦୟରେ ତୁମର ଆନନ୍ଦ ଆଉ ବିଷାଦର କୌଣସି ଭାବ ନାହିଁ ।

Comments are closed.