ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବୋଲେ ମଧୁର ବଚନ ସୁରସାଇଁ ।
ମୁନି କହଁ ଚଲେ ବିକଲ କୀ ନାଇଁ ॥
ସୁନତ ବଚନ ଉପଜା ଅତି କ୍ରୋଧା ।
ମାୟା ବସ ନ ରହା ମନ ବୋଧା ॥

ଭାବାର୍ଥ:- ସମସ୍ତ ଦେବତାଙ୍କ ଅଧିପତି ଭଗବାନ ଶ୍ରୀହରି ନାରଦ ମୁନୀଙ୍କୁ ଦେଖି କୋମଳ ମଧୁର ବାଣୀରେ କହିଲେ, ହେ ମୁନିଶ୍ରେଷ୍ଠ ! ଏପରି ବ୍ୟାକୁଳ ହୋଇ କୁଆଡେ ଯାଉଛନ୍ତି । ଏପରି ଶବ୍ଦ ଶୁଣିବା କ୍ଷଣି ନାରଦଙ୍କୁ ବହୁତ ଜୋରରେ ରାଗି ଗଲେ, ମାୟାରେ ମନ ବୁଦ୍ଧି ବଶୀଭୂତ ହୋଇଥିବା କାରଣରୁ ମନ ବାଣୀ ଚେତନା ଶୁନ୍ୟ ଥିଲା ।

Comments are closed.