ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଖୋର୍ଦ୍ଧା ବେଗୁନିଆ ବ୍ଲକ ଜୁନିଅର ଇଞ୍ଜିନିୟର ସଂଘମିତ୍ରା ସାହୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସଂଘମିତ୍ରାଙ୍କୁ ଧରିଛି ଭିଜିଲାନ୍ସ । ବିଲ୍ କରାଇଦେବାକୁ ଲାଞ୍ଚ ମାଗିଥିଲେ ସଂଘମିତ୍ରା ।

Comments are closed.