ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –
ଯତେନ୍ଦ୍ରିୟମନୋବୁଦ୍ଧି ର୍ମୁନିରମୋକ୍ଷ ପରାୟଣଃ।
ବିଗତେଛାଭୟକ୍ରୋଧ ଯାଃ ସଦା ମୁକ୍ତ ଏବ ସ ।।
ହେ ଅର୍ଜ୍ଜୁନ ! ଯେଉଁମୋକ୍ଷ ପରାୟଣ ମୁନି ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ସଂଯତ କରିଥାନ୍ତି, ଇଛା, ଭୟ ଓ କ୍ରୋଧରୁ ରହିତ ହୋଇଥିବା ସେହି ମୁନି ସର୍ବଦା ମୁକ୍ତ ହିଁ ଅଟନ୍ତି।
( ଗୀତା ୨୮ଶ ଶ୍ଲୋକ )
Comments are closed.