ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଯହ ପ୍ରସଙ୍ଗ ମୈଂ କହା ଭବାନୀ ।
ହରିମାୟାଁ ମୋହହିଂ ମୁନି ଗ୍ୟାନୀ ॥
ପ୍ରଭୁ କୌତୁକୀ ପ୍ରନତ ହିତକାରୀ ।
ସେବତ ସୁଲଭ ସକଲ ଦୁଖହାରୀ ॥

ଭାବାର୍ଥ :- ଶ୍ରୀଶିବଶଂକର ମାତା ପାର୍ବତୀଙ୍କୁ କହିଲେ, ହେ ପାର୍ବତୀ ! ମୁଁ ଏହି ପ୍ରସଙ୍ଗଟି ଜଣାଗବା ପାଇଁ ତୁମକୁ ଏହି କଥା ଟି କହିଲି ଯେ ନାରଦଙ୍କ ପରି ଶ୍ରେଷ୍ଠ ଜ୍ଞାନୀ ମୁନି ମଧ୍ୟ ଭଗବାନଙ୍କ ମାୟାରେ ମୋହିତ ହୋଇ ଯାଆନ୍ତି। ପ୍ରଭୁ ଶ୍ରୀୠରି ଲୀଳାମୟ ଆଉ କୌତୁକ ପ୍ରେମୀ ଅଟନ୍ତି ଆଉ ଶରଣାପନ୍ନ ଙ୍କର କଲ୍ୟାଣ ସାଧନ କରନ୍ତି । ସମସ୍ତ ଶରଣାଗତଙ୍କ ସମ୍ୟକ୍ ସେବା କରିବା ପାଇଁ ସେ ଯେପରି ସୁଲ୍ଲଭ ସେହିପରି ସମସ୍ତଙ୍କ ଦୁଃଖ ମଧ୍ୟ ହରଣ କରିନିଅନ୍ତି ।

Comments are closed.