ଆଜି ନିଟ୍ ପରୀକ୍ଷା

ଭୁବନେଶ୍ୱର – ଆଜି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା -ନିଟ୍‌ । ସାରାଦେଶରୁ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ । ଓଡିଶାରୁ ନିଟ୍‌ ପରୀକ୍ଷା ଦେବେ ୧ ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ । ରାଜ୍ୟର୨୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି ‌। ଭୁବନେଶ୍ବରରେ ୧୮ ଟି କେନ୍ଦ୍ର ହୋଇଛି ।

Comments are closed.