ନେଲସନ ମଣ୍ଡେଲା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର -ଆଜି ହେଉଛି ନେଲସନ ମଣ୍ଡେଲା ଆନ୍ତର୍ଜାତିକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେଲସନ ମଣ୍ଡେଲା ଶାନ୍ତି, ସଂହତି ଓ
ସମାନତାର ଜଣେ ମହାନ ଉଦ୍ୟୋକ୍ତା ଥିଲେ। ମାଡିବାଙ୍କ ଜୀବନରୁ ପ୍ରେରିତ ହୋଇ ଅନୁକମ୍ପା ଓ ଅନୁରାଗର ରାସ୍ତାରେ ଯିବା ସହ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.