ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ Odiaଓଡ଼ିଶା By Newsroom Odisha Network On Jul 21, 2022 Share ଭୁବନେଶ୍ୱର -ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମୁର୍ମୁ ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ହେବା ଆମ ପାଇଁ ଗର୍ବର ବିଷୟ ବୋଲି ରାଜ୍ୟପାଳ କହିଛନ୍ତି। Share FacebookTwitterGoogle+WhatsAppEmailPinterestReddIt
Comments are closed.