ଗୀତା ମାହାତ୍ମ୍ୟ: ବନ୍ଧୁ ରାତ୍ମାତ୍ମନସ୍ତସ୍ୟ ଯେନାତ୍ମାଇବାତ୍ମନା ଜିତଃ। ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତ୍ତେତାତ୍ମଇବ ଶତୃବତ।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ବନ୍ଧୁ ରାତ୍ମାତ୍ମନସ୍ତସ୍ୟ ଯେନାତ୍ମାଇବାତ୍ମନା ଜିତଃ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତ୍ତେତାତ୍ମଇବ ଶତୃବତ।

ହେ ଅର୍ଜ୍ଜୁନ ! ଯେଉଁ ଜୀବାତ୍ମା ଦ୍ୱାରା ମନ ଓ ଇନ୍ଦ୍ରିୟ ସହିତ ଶରୀର କୁ ଜୟ କରା ଯାଇଛି, ସେହି ଜୀବାତ୍ମା ନିଜେ ହିଁ ନିଜର ମିତ୍ର ଏବଂ ଯାହାଦ୍ୱାରା ମନ,ଇନ୍ଦ୍ରିୟ ଓ ଶରୀରକୁ ଜୟ କରାଯାଇ ନାହିଁ, ସେ ନିଜେ ହିଁ ନିଜରଶତ୍ରୁ ପରି ଆଚରଣ କରେ।

( ଗୀତା ୬ଷ୍ଠ ଅ। ୬ଷ୍ଠ ଶ୍ଲୋକ )

Comments are closed.