ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦେଖି ପ୍ରୀତି ସୁନି ବଚନ ଅମୋଲେ।
ଏବମସ୍ତୁ କରୁଣାନିଧି ବୋଲେ ॥
ଆପୁ ସରିସ ଖୋଜୈଂ କହଁ ଜାଈ ।
ନୃପ ତବ ତନୟ ହୋବ ମୈଂ ଆଈ ॥

ଭାବାର୍ଥ :- ରାଜା ମନୁଙ୍କ ସ୍ନେହମୟ ସ୍ବଭାବ ଦେଖି ଆଉ ତାଙ୍କ ଅମୂଲ୍ୟ ବଚନକୁ ଶୁଣି କରୁଣାନିଧାନ ଭଗବାନ କହିଲେ, ହଁ ରାଜନ୍, ଆପଣଙ୍କର କଥା ହିଁ ହେଉ । ହେ ରାଜନ୍ ! ମୁଁ ଠିକ୍ ମୋ’ପରି ଆଉ ଜଣେ କେଉଁଠି ଯାଇ ଖୋଜିବି ! ଏଣୁ ମୁଁ ନିଜେ ଆସି ଆପଣଙ୍କର ପୁତ୍ର ହେବି ‌।

Comments are closed.