ଗୀତା ମାହାତ୍ମ୍ୟ: ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ। ଶିତୋଷ୍ଣୁ ସୁଖଦୁଃଖେଷୁ ତଥା ମାନାପମାନୟୋ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ।
ଶିତୋଷ୍ଣୁ ସୁଖଦୁଃଖେଷୁ ତଥା ମାନାପମାନୟୋ।।

ହେ ଅର୍ଜ୍ଜୁନ ! ଶୀତ-ଉଷ୍ମ ଓ ସୁଖ-ଦୁଃଖ ରେ ତଥା ମାନ-ଅଭିମାନରେ ଯାହାଙ୍କ ଅନ୍ତଃକରଣର ବୃତ୍ତି ଗୁଡ଼ିକ ଭଲ ରୂପରେ ଶାନ୍ତ ରୁହନ୍ତି, ସେପରି ସ୍ୱାଧୀନ-ଆତ୍ମା ବିଶିଷ୍ଟ ପୁରୁଷଙ୍କ ଜ୍ଞାନରେ ସଚ୍ଚିଦାନନ୍ଦ ଘନ ପରମାତ୍ମା ସମ୍ୟକ ପ୍ରକାରରେ ସ୍ଥିତ ଅଟନ୍ତି ଅର୍ଥାତ ତାଙ୍କ ଜ୍ଞାନରେ ପରମାତ୍ମା ଙ୍କ ବ୍ୟତୀତ ଅନ୍ୟକିଛି ହିଁ ନାହିଁ।

( ଗୀତା ୬ଷ୍ଠ ଅ। ୭ମ ଶ୍ଲୋକ )

Comments are closed.