ଗୀତା ମାହାତ୍ମ୍ୟ: ସୁହୃନମିତ୍ରାର୍ଯୁଦାସୀନମଧ୍ୟସ୍ଥଦ୍ୟେଷ୍ୟ ବନ୍ଧୁଷୁ। ସାଧୁସ୍ୱପି ଚ ପାପେଷୁ ସମବୁଦ୍ଧି ର୍ବିଶିଶିଷ୍ୟତେ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସୁହୃନମିତ୍ରାର୍ଯୁଦାସୀନମଧ୍ୟସ୍ଥଦ୍ୟେଷ୍ୟ ବନ୍ଧୁଷୁ।
ସାଧୁସ୍ୱପି ଚ ପାପେଷୁ ସମବୁଦ୍ଧି ର୍ବିଶିଶିଷ୍ୟତେ।।

ହେ ଅର୍ଜ୍ଜୁନ ! ସୁହୃଦ, ମିତ୍ର, ବୈରୀ, ଉଦାସୀନ,ମଧ୍ୟସ୍ଥ,ଦ୍ୟେଷ ଓ ବନ୍ଧୁଗଣ ଙ୍କ ଠାରେ, ଧର୍ମତ୍ମାମାନଙ୍କ ଠାରେ ଓ ପାପୀ ମାନଙ୍କ ଠାରେ ମଧ୍ୟ ସମାନ ଭାବ ରଖୁଥିବା ପୁରୁଷ ଅତ୍ୟନ୍ତ ଶ୍ରେଷ୍ଠ ଅଟନ୍ତି।

( ଗୀତା ୬ଷ୍ଠ ଅ। ୯ମ ଶ୍ଲୋକ )

Comments are closed.