ଗୋପାଳପୁର ଏମଇଏସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଅଟକ

ବ୍ରହ୍ମପୁର – ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌ଇଏସର ୩ ଜଣଙ୍କୁ ଅଟକ ରଖାଯାଇଛି।

ବ୍ରହ୍ମପୁର ଗୋପାଳପୁର ମିଲିଟାରୀ ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅଟକ ରଖାଯାଇଛି।

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ତାଙ୍କ ପରିବାରର ୩ଜଣଙ୍କୁ ଅଟକ ରଖିଛି ସିବିଆଇ ‌। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୁଲକେସ ମୀନା, ଚତୁଲାଲ୍ ମୀନା ଓ ରାମଅବତାର ଅଟକ ରଖିଛି ସିବିଆଇ। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Comments are closed.