ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ୟହ ଇତିହାସ ପୁନୀତ ଅତି ଅମହି କହୀ ବୃଷକେତୁ । ଭରଦ୍ୱାଜ ସୁନୁ ଅପର ପୁନି ରାମ ଜନମ କର ହେତୁ ॥

ଭାବାର୍ଥ :- ମହର୍ଷି ଜାଜ୍ଞବଳ୍କ୍ୟ କହିଲେ, ହେ ଭରଦ୍ୱାଜ ! ଏହି ଅତ୍ୟନ୍ତ ପବିତ୍ର ଇତିହାସକୁ ଶ୍ରୀଶିବ ମାତା ପାର୍ବତୀ ଙ୍କୁ କହିଥିଲେ । ଏବେ ପ୍ରଭୁ ଶ୍ରୀରାମଙ୍କ ଅବତାର ନେବାର ଦ୍ବିତୀୟ କାରଣ ଟିକୁ ଶୁଣନ୍ତୁ ।

Comments are closed.