ବାଲେଶ୍ଵରରୁ କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ : ଜଣେ ଗିରଫ

ବାଲେଶ୍ୱର: ବାଲେଶ୍ୱରରୁ ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଅରଡ଼ବଜାର ନିକଟସ୍ଥ ଲେବଲ୍‌ କ୍ରସିଂ ନିକଟରୁ ଜବତ ବ୍ରାଉନସୁଗାରର ଓଜନ ୧ କେଜି ୫୦ ଗ୍ରାମ୍‌ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ବେପାରୀ ଶେଖ୍‌ ମେଞ୍ଜୁକୁ ଗିରଫ କରାଯାଇଛି । ତା’ ନିକଟରୁ ନଗଦ ୨୮ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

Comments are closed.