ଗୀତା ମାହାତ୍ମ୍ୟ: ତତ୍ରୈକାଗ୍ରଂ ମନଃ କୃତ୍ବା ଯତଚିତ୍ତେନ୍ଦ୍ରିୟକ୍ରିୟଃ। ଉପ ବିଶ୍ଵାସନେ ଯୁଞ୍ଜାଦ ଯୋଗମାତ୍ମବିଶୁଧ୍ୟୟେ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ତତ୍ରୈକାଗ୍ରଂ ମନଃ କୃତ୍ବା ଯତଚିତ୍ତେନ୍ଦ୍ରିୟକ୍ରିୟଃ।
ଉପ ବିଶ୍ଵାସନେ ଯୁଞ୍ଜାଦ ଯୋଗମାତ୍ମବିଶୁଧ୍ୟୟେ।।

ହେ ଅର୍ଜ୍ଜୁନ ! ସେହି ଆସନରେ ବସି, ଚିତ୍ତ ଓ ଇନ୍ଦ୍ରିୟ ମାନଙ୍କର କ୍ରିୟା ମାନଙ୍କୁ ବଶରେ ରଖି, ମନ ଏକାଗ୍ର କରି ଅନ୍ତଃ କରଣ ଶୁଦ୍ଧି ପାଇଁ ଯୋଗ ଅଭ୍ୟାସ କରିବା ଉଚିତ।

( ଗୀତା ୬ଷ୍ଠ ଅ। ୧୨ଶ ଶ୍ଲୋକ )

Comments are closed.