ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଧରମ ଧୁରଂଧର ନୀତି ନିଧାନା ।
ତେଜ ପ୍ରତାପ ସୀଲ ବଲବାନା ॥
ତେହି କେଂ ଭଏ ଜୁଗଲ ସୁତ ବୀରା ।
ସବ ଗୁନ ଧାମ ମହା ରନଧୀରା ॥

ଭାବାର୍ଥ :- ରାଜା ସତ୍ୟକେତୁ ବହୁତ ଧର୍ମପରାୟଣ, ନୀତିନିଷ୍ଠ, ତେଜସ୍ଵୀ, ଅତି ପ୍ରତାପୀ, ଶ୍ରେଷ୍ଠ ଚରିତ୍ର ସମ୍ପର୍ଣ୍ଣ ଆଉ ବହୁତ ବଳବାନ୍ ଥିଲେ । ତାଙ୍କର ଦୁଇବୀର ପୁତ୍ର ସନ୍ତାନ ଥିଲେ, ଯେଉଁମାନେ ସର୍ବଗୁଣ ସମ୍ପର୍ଣ୍ଣ ହେବା ସହିତ ଶ୍ରେଷ୍ଠ ଯୋଦ୍ଧା ମଧ୍ୟ ଥିଲେ।

Comments are closed.