ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ଭାଇହି ଭାଇହି ପରମ ସମୀତୀ ।
ସକଲ ଦୋଷ ଛଲ ବରଜିତ ପ୍ରୀତୀ ॥
ଜେଠେ ସୁତହି ରାଜ ନୃପ ଦୀହ୍ନା ।
ହରି ହିତ ଆପୁ ଗଵନ ବନ କୀହ୍ନା ॥

ଭାବାର୍ଥ :- ରାଜା ସତ୍ୟକେତୁଙ୍କ ଦୁଇ ପୁତ୍ରଙ୍କ ମଧ୍ୟରେ ଭାଇ ଭାଇର ସ୍ନେହ ବହୁତ ମେଳାପ ପୁର୍ଣ୍ଣ ଆଉ ସଵୁ ପ୍ରକାର ଦୋଷ ରହିତ ଏବଂ ଛଳ କପଟ ମୁକ୍ତ ସତ୍ୟନିଷ୍ଠ ପ୍ରେମଯୁକ୍ତ ଥିଲା । ଏଣୁ ରାଜା ସତ୍ୟକେତୁ ବଡ ପୁଅକୁ ପ୍ରତାପଭାନୁକୁ ରାଜ୍ୟଭାର ଅର୍ପଣ କରି ଭଗବାନଙ୍କ ନାମ ଜପ କରିବାକୁ ସନ୍ୟାସ ବ୍ରତ ଧାରଣ କରି ବଣକୁ ଚାଲିଗଲେ ।

Comments are closed.