ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ଜବ ପ୍ରତାପରବି ଭୟଉ ନୃପ ଫିରି ଦୋହାଈ ଦେସ । ପ୍ରଜା ପାଲ ଅତି ବେଦବିଧି କତହୁଁ ନହୀଂ ଅଧ ଲେସ ॥

ଭାବାର୍ଥ :- ପ୍ରତାପଭାନୁ ରାଜା ହେଲେ, ସାରା ଦେଶରେ ତାଙ୍କର ଯଶ ବହୁତ ଶିଘ୍ର ବ୍ଯାପିଗଲା। ସେ ବୈଦିକ ବିଧି ଓ ନିତି ଅନୁସାରେ ଉତ୍ତମ ରୂପେ ପ୍ରଜା ପାଳନ କଲେ । ତାଙ୍କ ଶାସନ ସମୟରେ ରାଜ୍ୟରେ କୈାଣସି ପ୍ରକାରର ପାପ କର୍ମର ଚିହ୍ନବର୍ଣ୍ଣ ରହିଲା ନାହିଁ ।

Comments are closed.