ଭୁବନେଶ୍ୱର – ଆଜି ଦିଲ୍ଲୀ ଯିବେ ବିଧାୟକଙ୍କ ୨୬ ଜଣିଆ ଟିମ୍। ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଧନ୍ୟବାଦ ଜଣାଇବେ । ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକମାନେ ଭେଟିବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଆଜି ବିଧାୟକମାନେ ଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀ ଗସ୍ତରେ ଯାଉଥିବା ବିଧାୟକଙ୍କ ମାନଙ୍କ ମଧ୍ୟରେ ବିଜେଡିର ୧୭ ବିଧାୟକ, କଂଗ୍ରେସର ୩, ବିଜେପିର ୬ ବିଧାୟକ ଅଛନ୍ତି।
Comments are closed.