॥ ବାଲ କାଣ୍ଡ ॥
ଜବ ପ୍ରତାପରବି ଭୟଉ ନୃପ ଫିରି ଦୋହାଈ ଦେସ । ପ୍ରଜା ପାଲ ଅତି ବେଦବିଧି କତହୁଁ ନହୀଂ ଅଧ ଲେସ ॥
ଭାବାର୍ଥ :- ପ୍ରତାପଭାନୁ ରାଜା ହେଲେ, ସାରା ଦେଶରେ ତାଙ୍କର ଯଶ ବହୁତ ଶିଘ୍ର ବ୍ଯାପିଗଲା। ସେ ବୈଦିକ ବିଧି ଓ ନିତି ଅନୁସାରେ ଉତ୍ତମ ରୂପେ ପ୍ରଜା ପାଳନ କଲେ । ତାଙ୍କ ଶାସନ ସମୟରେ ରାଜ୍ୟରେ କୈାଣସି ପ୍ରକାରର ପାପ କର୍ମର ଚିହ୍ନବର୍ଣ୍ଣ ରହିଲା ନାହିଁ ।
Comments are closed.