କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ , ଶତାଧିକ ଅସୁସ୍ଥ

ବିଶାଖାପାଟଣା – ବିଶାଖାପାଟଣା ନିକଟ ଅନାକପଲ୍ଲୀରେ ଏକ ପୋଷାକ ଉତ୍ପାଦନ କାରଖାନାରେ ଗ୍ୟାସ ଲିକ୍ ଯୋଗୁଁ ଶତାଧିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥମାନଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି। ବିଶାଖାପାଟଣା ନିକଟସ୍ଥ ଅଚ୍ୟୁତପୁର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପରିସରରେ ଏହି ଅଘଟଣ ଘଟିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.