ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜହଁ ଜହଁ ତୀରଥ ରହେ ସୁହାଏ ।
ମୁନିହ୍ନ ସକଲ ସାଦର କରବାଏ ॥
କୃତ ସରୀର ମୁନିପଟ ପରିଧାନା ।
ସତ ସମାଜ ନିତ ସୁନହିଂ ପୁରାନା ॥

ଭାବାର୍ଥ :- ନୈମିଷାରଣ୍ୟ ରେ ଯେଉଁଠି ଯେଉଁଠି ପବିତ୍ର ତୀର୍ଥ କ୍ଷେତ୍ର ଥିଲା ମୁନିଗଣ ଆଦରପୂର୍ବକ ସେମାନଙ୍କୁ ସବୁ ତୀର୍ଥରେ ସ୍ନାନାଦି କରାଇଲେ । ବୁଲି ବୁଲି ସେ ଦୁହିଁଙ୍କ ଶରୀର ବହୁତ ଦୁର୍ବଳ ହୋଇଯାଇଥିଲା । ସେ ମୁନିଙ୍କ ଠାରୁ ସାଧାରଣ ବଳ୍କଳ ବସ୍ତ୍ର ଧାରଣ କରିଥିଲେ ଆଉ ସନ୍ଥ ମାନଙ୍କ ମଧ୍ୟରେ ବସି ନିତ୍ୟ ପୁରାଣ ପାଠ ଓ ଶ୍ରବଣ କରୁଥିଲେ ।

Comments are closed.