ଆକ୍ସନ ମୋଡ୍‌ରେ ବିଏମସି

ଭୁବନେଶ୍ୱର – ଆକ୍ସନ ମୋଡରେ ଭୁବନେଶ୍ୱର ମହାନଗର ନିଗମ । ଟ୍ରାଫିକ ଓ ପରିମଳ ସମସ୍ୟାର ସମାଧାନ ପାଇଁ ଜୋରଦାର ହୋଇଛି ଅଭିଯାନ । ଆଜି କଳିଙ୍ଗ ହସ୍ପିଟାଲ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଜବରଦଖଲ ଉଛେଦ ହୋଇଛି । ଜବର ଦଖଲକାରୀଙ୍କଠାରୁ ଆଦାୟ କରାଯାଇଛି ଜୋରିମାନା ।

ଏଣେ ବାରମ୍ବାର ତାଗିଦ ସତ୍ତ୍ୱେ ଡଷ୍ଟବିନ ବ୍ୟବହାର କରୁନଥିବା ବ୍ୟକ୍ତି ଓ ପ୍ରତିଷ୍ଠାନ ଭିତରେ ବିଏମସି ପକ୍ଷରୁ ଅଳିଆ ପକାଯାଇଛି ।

Comments are closed.