ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଆଜି ଶପଥ

କଟକ – ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଂଜନ ଦାଶ ଆଜି ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ । ଅପରାହ୍ନ ୩ଟା ୩୦ମିନିଟରେ ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଦୁଇ ନୂଆ ବିଚାରପତିଙ୍କ ସହ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇବ ।

Comments are closed.