ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମୈଂ ଜାନା ତୁହ୍ମାର ଗୁନ ସୀଲା ।
କହଉଁ ସୁନହୁ ଅବ ରଘୁପତି ଲୀଲା ॥
ସୁନୁ ମୁନି ଆଜଙ ସମାଗମ ତୀରେଂ ।
କହି ନ ଜାଇ ଜସ ସୁଖୁ ମନ ମୋରେଂ ।

ଭାବାର୍ଥ :- ମହର୍ଷି ଜାଜ୍ଞବଳ୍କ୍ୟ ଭରଦ୍ବାଜ ମୁନୀଙ୍କୁ କହିଲେ, ‘ମୁଁ ତୁମର ଗୁଣ ଓ ସ୍ବଭାବ ଜାଣିଲି । ଏବେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଲୀଳା କହୁଛି, ଶୁଣ । ହେ ମୁନିବର ! ଶୁଣ, ଆଜି ଆପଣଙ୍କ ସହିତ ଭେଟ ହେବାପରେ ମୋ ମନରେ ଯେଉଁ ଆନନ୍ଦର ଅନୁଭବ କରୁଛି ତାକୁ ଶବ୍ଦରେ କୁହାଯାଇ ପାରିବ ନାହିଁ ॥

Comments are closed.