ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ

ଫୁଲବାଣୀ- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ସୁମାଙ୍ଗି ଗାଁ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । କମ୍ବିଂ ଅପରେସନ ବେଳେ ଏସବୁ ସାମଗ୍ରୀ ମିଳିଛି । ସଂପୃକ୍ତ ଅଞ୍ଚଳରେ ଏସଓଜି ଓ ଡିଭିଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ବେଳେ ଏକ ଗୁମ୍ଫାରେ ମାଓ ସାମଗ୍ରୀ ଠାବ ହୋଇଥିଲା । ଜିଲେଟିନ ଷ୍ଟିକ୍, ବିଦ୍ୟୁତ ତାର, ସେଫଟି ଫ୍ୟୁଜ, ମାଓ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Comments are closed.