ରାଜୀବ ଗାନ୍ଧିଙ୍କ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜନ୍ମତିଥି। ଏହି ଅବସରରେ ସ୍ଵର୍ଗତ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ନିର୍ମାଣରେ ଅବଦାନ ଓ ବଳିଷ୍ଠ ନେତୃତ୍ବ ଯୋଗୁଁ ରାଜୀବ ଗାନ୍ଧି ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜୀବ ଜୟନ୍ତୀ ସଦଭାବନା ଦିବସ ଭାବେ ପାଳନ କରାଯାଉଛି।

Comments are closed.