ଭୁବନେଶ୍ୱର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୨୪ ଟ୍ରେନର ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର – ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି । ଲାଇନଚ୍ୟୁତ ର କାରଣ ଜଣାପଡି ନାହିଁ । ୨ଟି ଲାଇନ ବ୍ଳକ ହୋଇଯାଇଥବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟପଟୁ ୨୪ ଟ୍ରେନ ଅଟକି ରହିଛନ୍ତି।

Comments are closed.