ଗୀତା ମହାତ୍ମ୍ୟ:କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ ଅଭିତୋ ବ୍ରହ୍ମନିର୍ବାଣ ବର୍ତ୍ତତେ ବିଦିତାତ୍ମନ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି  : –

କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ।

ଅଭିତୋ   ବ୍ରହ୍ମନିର୍ବାଣ   ବର୍ତ୍ତତେ    ବିଦିତାତ୍ମନ।।

ହେ ଅର୍ଜ୍ଜୁନ !  କାମକ୍ରୋଧ ରହିତ, ବିଜିତଚିତ୍ତ୍ୱ ଏବଂ ପରଂ ବ୍ରହ୍ମପରମାତ୍ମା ଙ୍କ ସାକ୍ଷାତକାର କରିଥିବା ଜ୍ଞାନୀ ପୁରୁଷ ମାନଙ୍କ ପାଇଁ ସକଳ ଦିଗରେ ଶାନ୍ତ ପରଂ ବ୍ରହ୍ମପରମାତ୍ମା ହିଁ ପରିପୂର୍ଣ୍ଣ ହୋଇ ରହିଥାନ୍ତି।(

ଗୀତା ୫ମ ଅ। ୨୬ଶ ଶ୍ଲୋକ )

Comments are closed.