ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଓଡ଼ିଶାର ଈଶ୍ୱର ନାୟକ

ନୂଆଦିଲ୍ଲୀ – ଗୁରୁ ଦିବସରେ ଏବର୍ଷ ଦେଶର ୪୬ ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯିବ ଜାତୀୟ ଶିକ୍ଷକ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫ ତାରିଖରେ କୃତି ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ । ଜାତୀୟ ପୁରସ୍କାର ପାଇବାକୁ ଥିବା ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ। ପୁରୀ ଜିଲ୍ଲା କାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି ଈଶ୍ୱର ନାୟକ ।

Comments are closed.