ପ୍ଲେ ଅଫ୍ ଯୋଗ୍ୟତା ପାଇଁ ଓଡିଶା ଜଗରନଟ୍ସ ଖୋ ଖୋ ଟିମକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଅଲଟିମେଟ ଖୋ ଖୋ ଲିଗରେ ଓଡିଶା ଜଗରନଟ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିଛି । ଦଳର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ଜଗରନଟ୍ସ ବିଜୟଧାରା ବଜାୟ ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁମ୍ବାଇ ଖିଲାଡିସକୁ ହରାଇ ଓଡିଶା ଜଗରନଟ୍ସ ପ୍ଳେଅଫରେ ପ୍ରବେଶ କରିଛି ।

Comments are closed.