ଆଜିଠୁ ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କୁ ମାଗଣା ଟିକା

ଭୁବନେଶ୍ୱର – ଆଜିଠୁ ଦିଆଯିବ କୋଭିଡ ନିରୋଧୀ ମାଗଣା ବୁଷ୍ଟର ଡୋଜ୍‌ । ୧୮ ବର୍ଷରୁ ୫୯ ବର୍ଷ ବୟସ୍କଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ ମାଗଣା ପ୍ରିକସନ ଡୋଜ୍ । ୭୫ ଦିନିଆ ସ୍ବତନ୍ତ୍ର ଅଭିଯାନରେ ମିଳିବ ମାଗଣା ଟିକା ।
ରାଜ୍ୟର ପ୍ରାୟ ୩ ହଜାର ସରକାରୀ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା ହୋଇଛି । କଲେଜରେ ମଧ୍ୟ ମାଗଣା ଟିକାଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

Comments are closed.