ନୂଆଁଖାଇରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

ଭୁବନେଶ୍ୱର – ସେପ୍ଟେମ୍ବର ପହିଲାରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସେହିଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏ ନେଇ ବିଜ୍ଞପ୍ତି ଜାରି କରିଛି ରାଜସ୍ୱ ବିଭାଗ। ବ୍ୟାଙ୍କ ସମେତ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

Comments are closed.